ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ସଭା ଓ ଦାବିପତ୍ର ପ୍ରଦାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଅନୁଷ୍ଠିତ କରିବାର ମୁଖ୍ୟ କାରଣ ଥିଲା ସରକାରୀ ପରିବହନ ବ୍ୟବସ୍ଥାରେ ବିନା ଶୁଳ୍କରେ ଛାତ୍ର ଛାତ୍ରୀମାନଙ୍କ!-->…
Read More...
Read More...