Browsing Tag

balangir news

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ୍ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ୫୧ ତମ ବନ୍ଧୁ ମିଳନ ସମାରୋହ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୪୮ ଜଣ ପୂରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Read More...

୭୭ ବ୍ୟାଚ୍‌ର ବନ୍ଧୁ ମିଳନ ଓ ବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘର ବନ୍ଧୁମିଳନ ଓ ବାର୍ଷିକ ସାଧାରଣ ସଭା ପଥରଚେପା ସ୍ଥିତ ପଞ୍ଚବଟି ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରତନ କୁମାର ମହାରଣା ଅଧକ୍ଷତା କରିଥିଲେ । ଦିବଂଗତ ବନ୍ଧୁ ବିଷ୍ଣୁ ପ୍ରସାଦ
Read More...

ଆକାଶବାଣୀ ବଲାଙ୍ଗିର କେନ୍ଦ୍ରର ନୂତନ ବର୍ଷ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ, ଦୂରଦର୍ଶନ ଓ ବଲାଙ୍ଗିର କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବିଜୟ କୁମାର ପୁରୋହିତ ମୁଖ୍ୟଅତିଥି, ଯନ୍ତ୍ରୀ ସଞ୍ଜୟ
Read More...

ଏସ୍‌.ବି.ଆଇ ବଲାଙ୍ଗିରର ଇଣ୍ଟ୍ରା ରିଜନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏସ୍‌.ବି.ଆଇ ବଲାଙ୍ଗିରର ଇଣ୍ଟ୍ରା ରିଜନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବଏଜ୍ ହାଇସ୍କୁଲ୍ ବଲାଙ୍ଗିର ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୧୦୦ରୁ ଅଧିକ ଏସ୍‌.ବି.ଆଇ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦ୍ୟୁମ୍ନ
Read More...

ମାହେଶ୍ଵରୀ ସଙ୍ଗଠନର ସାଧାରଣ ବୈଠକ ୨୦୨୪ – ୨୫ : ବଲାଙ୍ଗିର ବିଧାୟକ କଳିକେଶ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧରେଲ ସ୍ଥିତ ରାଧାରମଣ ମନ୍ଦିର ପରିସରରେ ମାହେଶ୍ଵରୀ ସାମାଜିକ ସଙ୍ଗଠନର ବାର୍ଷିକ ସାଧାରଣ ସଭା ସହ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ନବ ନିର୍ବାଚିତ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଜାତୀୟ ରାଇଫଲ୍ ଏସୋସିଏସନ୍ ସଭାପତି
Read More...

ଆରମ୍ଭ ହେଲା ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଭୂମିକା' ଓ 'ମଠଖାଇ ମହୋତ୍ସବ ପାଳନ କମିଟି' ପକ୍ଷରୁ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାକଟ ସମାରୋହ ମଠଖାଇ ମହୋତ୍ସବ ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ
Read More...

ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ ତରଫରୁ ଶିକ୍ଷା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ, ବଲାଙ୍ଗିର ତରଫରୁ ମାତା ସାବିତ୍ରୀବାଇ ଫୁଲେ୍‌କ ଜନ୍ମ ଦିବସକୁ ଶିକ୍ଷା ଦିବସ ରୂପେ କରାଯାଇଛି । ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି,
Read More...

୩ୟ ବେଣୁଧର ମେମୋରିଆଲ ଫୁଟବେଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଟିଟିଲାଗଡ ରାଇଜିଂ ଷ୍ଟାର ଚମ୍ପିଆନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଟିଟିଲାଗଡ ରାଇଜିଂ ଷ୍ଟାର ଦଳ ନକଟାସର ଏଫଏ ଦଳକୁ ଟ୍ରାଇ ବ୍ରେକରରେ ୩ - ୨ ଗୋଲରେ ହରାଇ ଚମ୍ପିଆନ ଆଖ୍ୟା
Read More...

ବିଶ୍ୱ ପକ୍ଷୀ ଦିବସରେ ପରିବେଶ ପ୍ରେମୀ ଚିନ୍ତା

ସହରର ଜଳାଶୟମାନଙ୍କୁ ଏ ବର୍ଷ ବିଦେଶୀ ପକ୍ଷୀ ଆସିଲେଣି ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମଧ୍ୟରେ କରଙ୍ଗାକଟା, ନରସିଂ ବନ୍ଧ ଓ ମାରୱାଡି ବନ୍ଧ ସମେତ ୧୭ଟି ଜଳାଶୟକୁ ପକ୍ଷୀ ଆଗମନ ନେଇ ପରିବେଶ ପ୍ରେମୀ ସହରର କରଙ୍ଗାକଟା ଠାରେ ବିଶ୍ୱ ପକ୍ଷୀ ଦିବସ ପାଳିତ କରାଯାଇଛି । ଏହି
Read More...

ଆସନ୍ତା ୯ରୁ ୧୨ ତାରିଖ ହେବ ସୁକତେଲ ମହୋତ୍ସବ

ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାନ୍ଧନଘୋରରେ ଅନୁଷ୍ଠିତ ହେବ ଆସନ୍ତା ୯ରୁ ୧୨ ତାରିଖ ଦ୍ୱିତୀୟ ବର୍ଷ ସୁକତେଲ ମହୋତ୍ସବ । ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଠାରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଲୋଗୋକୁ ଉନ୍ମୋଚିତ କରିଥିଲେ
Read More...