Browsing Tag

balangir news

ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାଗରପଡାରେ ଥିବା ‘ଟି ବକ୍ସ କେଫେ’ରେ ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ କାର୍ଯ୍ୟକ୍ରମ ଆୟୁଷ କୁମାର ସାହୁଙ୍କ ଦ୍ୱାରା ସଂଘଟିତ କରାଯାଇଛି । ଯୁବ ଅନୁଷ୍ଠାନ ସାମ୍‌-ଏ-ମେହେଫିଲ ଓ ପରିବାର -ଏ-ଅଲଫାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ନାରୀ ଶିକ୍ଷାର ଜନନୀ ତଥା ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଜ୍ଞାନଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ପ୍ରତିମୂର୍ତ୍ତି ବଲାଙ୍ଗିର ସହର ଉପକଣ୍ଠରେ ସ୍ଥାପନ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ପୁରିଲା ୯ ବର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ନବମ ବର୍ଷରେ ପାଦ ଦେଇଛି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ ରକ୍ତଦାନ, ଶବ ସତ୍କାର, ପରିବେଶ ସୁରକ୍ଷା, ଚିକିତ୍ସାରେ ସହାୟତା, ବନ୍ୟା,ବାତ୍ୟା ଆଦିରେ ନିସ୍ଵାର୍ଥପର ସେବା ଯୋଗାଇ ଆସିଛି
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ୟ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଜାନୁୟାରୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏଆଇଟିୟୁସି ପରିଚାଳିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁଯାଉଛି । ଉକ୍ତ
Read More...

ଦ୍ୱିତୀୟ ସୁକତେଲ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ ମୁଖ୍ୟ ଅତିଥି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏସ୍‌ଡିପିଓ ପ୍ରଦୀପ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବଣଭୋଜି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୫ ମସିହାରେ ମଧ୍ୟ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟମାନଙ୍କ ଦ୍ୱାରା ଟିଟିଲାଗଡ ରୋଡ ସ୍ଥିତ ନର୍ସରିରେ ବଣଭୋଜି ପାଳିତ ହୋଇଯାଇଛି । ପରିଣତ ବୟସରେ ଶୀତକୁ ଭୂକ୍ଷେପ ନ କରି ଉତ୍ସାହ ଏବଂ ଉଦ୍ଦୀପନାର ସହ
Read More...

ରକ୍ତଦାନ ଶିବିର ଆୟୋଜନ

'ସମସ୍ତ ଦାନ ଭିତରେ ରକ୍ତ ଦାନ ଶ୍ରେଷ୍ଠ ଦାନ' ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଳକ ଅନ୍ତର୍ଗତ ମହୀମୁଣ୍ଡା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିରର ଦ୍ୱିତୀୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅତର୍କିତ ଆକ୍ରମଣ : ଏସ୍‌ୟୁଜେ ବଲାଙ୍ଗିର ଶାଖା ତରଫରୁ ଘଟଣାର…

ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍. ପିଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀ ଅତର୍କିତ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବାର ଏହି ହୀନ ପ୍ରୟାସକୁ
Read More...

ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରୁଗୁଡିପଡା ସ୍ଥିତ ହୋଟେଲ ପାର୍କଲାଣ୍ଡରେ ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମକୁ ମୀନତି ସାହୁ ଓ ଇତି ଘିବେଲା ଆୟୋଜିତ କରିଥିଲେ । ଆଇବିସି ବଲାଙ୍ଗିର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ
Read More...

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ମୁଖ୍ୟ
Read More...