Browsing Tag

balangir news

ଅନାଥ ଶିଶୁଙ୍କ ଯଶୋଦା ଯୋଜନା ପାଲଟିଛି ପ୍ରହସନ

ବଲାଙ୍ଗିର ଜିଲ୍ଲା ଶେଷ ଆଡ଼ୁ ନମ୍ୱର ୧ବଲାଙ୍ଗିର ଜିଲ୍ଲାରେ ଫେଲ ମାରିଛି ଯଶୋଦା ଯୋଜନା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନାଥ ଶିଶୁଙ୍କ ପାଇଁ କାମ କରୁଥିବା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଥିବା ଅନାଥ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ଗୁଡିକ
Read More...

ଫ୍ଲାଇଓଭର ନିର୍ମାଣ ପାଇଁ ଇଷ୍ଟକୋଷ୍ଟ ରେଲୱେ ଜେନେରାଲ ମ୍ୟାନେଜରଙ୍କୁ ଅଞ୍ଚଳବାସୀଙ୍କ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେଷ୍ଟେସନ ଠାରେ ଭୁବନେଶ୍ୱରରୁ ଆସିଥିବା ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ବଲାଙ୍ଗିର ଖୁଜେନପାଲି ରେଳ ଫାଟକରେ ଏକ ଫ୍ଲାଇଓଭର ନିର୍ମାଣ କରିବାକୁ କାଲସାଏ ପାଲି, ଖୁଜେନ ପାଲି, ବାଗଭାଡି ଓ ବିଭିନ୍ନ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ
Read More...

ସାମାଜିକ ସଂଗଠନ ‘ମୁକ୍ତି’ ର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମାଜିକ ସଂଗଠନ ମୁକ୍ତି ଦୀର୍ଘ ଦିନ ହେଲା ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରି ବିଭିନ୍ନ ଉନ୍ନୟନମୂଳକ ଏବଂ ସମାଜସେବା କାମରେ ବ୍ରତୀ ହୋଇ ନିଜର ପରିଚୟ ସୃଷ୍ଟି କରିପାରିଛି । ଆଜି କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ରାମ ମନ୍ଦିର
Read More...

ସି.ଏମ୍‌. ଟ୍ରଫି ପାଇଁ ଖୋ ଖୋ, ଭଲିବଲ୍‌ ଓ କବାଡ଼ି ଚୟନ ଫେବୃଆରୀ ୩ ଓ ୪ ତାରିଖ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସି.ଏମ୍‌. ଟ୍ରଫି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଖୋ ଖୋ ଖେଳାଳି ଚୟନ ଟାଉନ୍‌ ବାଳକ ଉଚ୍ଚ ବିଦ୍ୟାଳୟ ଓ ଭଲିବଲ୍‌ ଖେଳାଳୀ ଚୟନ ଗାନ୍ଧୀ ଷ୍ଟାଡ଼ିୟମ୍‌ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । କବାଡ଼ି ଖେଳାଳୀ ଚୟନ
Read More...

ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ – ବରଗଡ ୟୁନାଇଟେଡ୍‌ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନ ଖେଳରେ ବରଗଡ ୟୁନାଇଡେଟ କ୍ଲବ ୪-୦ ଗୋଲରେ ଏସ୍‌ଡି ଇଲେଭନ କୋଲକତାକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି ।
Read More...

ରେଳ ମହାପ୍ରବନ୍ଧକଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କବାଲାଙ୍କୁ ବଲାଙ୍ଗିର ଷ୍ଟେସନ ନୀରିକ୍ଷଣ କଲା ଅବସରରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଦାବିପତ୍ର
Read More...

ଗାନ୍ଧୀସ୍ମୃତି କମିଟି ପକ୍ଷରୁ ସହିଦ ଦିବସ ପାଳିତ

କେବଳ ଗାନ୍ଧୀବାଦ୍ ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦେଇପାରିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିରର ଗାନ୍ଧୀ ସ୍ମୃତିକମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ସମ୍ମୁଖରେ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ମୃତି
Read More...

ପିଆର ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ସଭାପତିତ୍ଵରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହନ କ୍ରମେ ପିଆର ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବିଧାୟକ କଳିକେଶ
Read More...

ରାଉରକେଲାରୁ ଆସି ବଲାଙ୍ଗିରରେ ଚୋରି

ତିନି ଚୋର ବାପ ପୁଅ ଗ୍ୟାଙ୍ଗ ଗିରଫ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାରୁ ଆସି ବଲାଙ୍ଗିରରେ ଚୋରି କରୁଥିବା ତିନି ବାପ ପୁଅ ଚୋର ଗ୍ୟାଙ୍ଗକୁ ବଲାଙ୍ଗିର ଟାଉନ ଥାନା ପୁଲିସ ଗିରଫ କରିଛି । ସ୍ଥାନୀୟ ଚିମିନିଭାଟି ପଡା ଓ ଗାନ୍ଧୀନଗର ପଡାରେ ଘଟିଥିବା ଚୋରି ଘଟଣାର ତଦନ୍ତ କରୁ କରୁ
Read More...

ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସ ଜାତୀୟ ପ୍ରବକ୍ତା ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ଯୁବପିଢି ମାନଙ୍କ ସମସ୍ୟା ଉପରେ ସ୍ପଷ୍ଟ ଓ ଦୃଢ ସ୍ୱର ଉତ୍ତେଳନ କରୁଥିବା ଶ୍ରୀ ସାହୁ ରାଷ୍ଟ୍ରୀୟ ତଥା ରାଜ୍ୟ ସ୍ତରରେ
Read More...