Browsing Tag

balangir news

ନିଟ୍‌ କୃତକାର୍ଯ୍ୟ ଛାତ୍ରୀଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ସୂର୍ଯ୍ୟନଗରରେ ରହୁଥିବା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ମୂଳ ନିବାସୀ ଶିକ୍ଷକ ତ୍ରିନାଥ ପାତ୍ର ଓ କବିତା ପାତ୍ରଙ୍କ ସୁପୁତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପାତ୍ର ସର୍ବ ଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ ପ୍ରବେଶିକା ପରୀକ୍ଷା ନିଟରେ ୬୮୪୮
Read More...

ରକ୍ତଦାନ କରି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କଲା ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଂଗ୍ରେସ ଦଳର ସର୍ବମାନ୍ୟ ଯୁବନେତା ତଥା ଦେଶର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କର ୫୬ତମ ଜନ୍ମ ଦିବସ ଅବସରରେ ବଲାଙ୍ଗିର ଯୁବ କଂଗ୍ରେସ ତରଫରୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ କଂଗ୍ରେସ ସଭାପତି ନାସୀର ଖାନଙ୍କ ନେତୃତ୍ୱରେ
Read More...

୩ ଟ୍ରାକ୍ଟର ସହ ପଥର ବୋଝେଇ ହାଇୱା ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଖଡ଼ା ବାଲିଘାଟରେ ପ୍ରଶାସନ ଚଢ଼ାଉ କରିଛି । ଏହି ସମୟରେ ଟ୍ରାକ୍ଟରରେ ବାଲି ଲୋଡ୍ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ମାଫିଆମାନେ ୩ଟି ଟ୍ରାକ୍ଟର ଛାଡ଼ି ଫେରାର୍ ମାରିଥିଲେ । ତେବେ ସମସ୍ତ ଟ୍ରାକ୍ଟର
Read More...

ଅଦ୍ଵିକା ସଙ୍ଗଠନ ଜରିଆରେ କିଶୋରି ବାଳିକାଙ୍କ ସଶକ୍ତିକରଣ ପାଇଁ ଦକ୍ଷତା ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ମିଶନ ଶକ୍ତି ଭବନ ସଭାଗୃହଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଆୟୋଜନ କ୍ରମେ ଅଦ୍ଵିକା ସଙ୍ଗଠନ ଜରିଆରେ କିଶୋରି ବାଳିକାଙ୍କ ସଶକ୍ତିକରଣ ପାଇଁ ଦକ୍ଷତା ତାଲିମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ
Read More...

ପ୍ରତାପରୁଦ୍ର ପୁରରେ ମାଉସି ମାଁ ମନ୍ଦିର ପ୍ରତିଷ୍ଠା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ବୈଦିପାଲି ପଂଚାୟତ ଗ୍ରାମ ପ୍ରତାପରୁଦ୍ର ପୁର ରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ଦିନ ଧରି ୧୭ ଓ ୧୮ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ପ୍ରଥମ ଦିନରେ କଳସ ଯାତ୍ରା ଓ ବିଭିନ୍ନ ପୂଜା ଅନୁଷ୍ଠିତ
Read More...

ନିଟ ୟୁଜି ୨୦୨୫ରେ ତୁଷୁରାର ରିଜୁଲ ଜୈନ ଓଡିଶା ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଟ ୟୁଜି ୨୦୨୫ ପ୍ରବେଶିକା ପରୀକ୍ଷାରେ ତୁଷୁରାର ରିଜୁଲ ଜୈନ ସର୍ବ ଭାରତୀୟ ସ୍ତରରେ ୪୭ ରେଙ୍କରେ ଆସି ଓଡିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କର ଜାଆଁଳା ଭାଇ ସୁବ୍ରତ ଜୈନ ମଧ୍ୟ ସର୍ବ ଭାରତୀୟ ସ୍ତରରେ ୧୬୭୫ ରେଙ୍କ ସହ ପ୍ରଥମ ଚେଷ୍ଟାରେ
Read More...

ଦୀର୍ଘଦିନ ଧରି କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କ ଅନୁଦାନ ପାଇଁ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଂଜନ ଦାଶଙ୍କ ଆହ୍ୱାନ କ୍ରମେ ତା୧୮-୦୬-୨୦୨୫ ବୁଧବାର ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ୧୨ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ
Read More...

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ : ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ
Read More...

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟର ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ କାର ଯୋଗେ ପଥରଚେପା କୃଷିସମାବେଶରେ ଯୋଗଦେବେ । ପରେ ଦିନ ୧.୪୦ରେ ତୁଷୁରା ଏୟାରଷ୍ଟ୍ରିପ ପହଞ୍ଚି ଭୁବନେଶ୍ୱର ଫେରିଯିବେ
Read More...

ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି । ସହର ଭିତରଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣା ଘଟାଇଥିବା ବେଦାନ୍ତ ଗାଡ଼ିଟି ଟିଟିଲାଗଡ ପଟରୁ ଆସୁଥିବା ବେଳେ ରାତି ପାଖାପାଖି ୩.୪୫ ସମୟରେ
Read More...