Browsing Tag

balangir news

ଖାନ ଏକାଡେମୀ ପକ୍ଷରୁ ଗଣିତ ଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଡୁମଡୁମା ଠାରେ ଥିବା ଆଇଟିସି ୱେଲକମ ହୋଟେଲ ଠାରେ ପଞ୍ଚସଖା ଶିକ୍ଷା ସେତୁ ଓ ଓସେପାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଷ୍ଟେମ ଏକ୍ସସେଲେନ୍ସ ରେକଗନାଇଜେସନ କାର୍ଯ୍ୟକ୍ରମରେ ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଆଦିବାସୀ
Read More...

ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦକୁ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦ ପରିପ୍ରେକ୍ଷିରେ ବଲାଙ୍ଗିର ବନ୍ଦ କରିବାକୁ ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ କୃଷକ ସଂଗଠନମାନେ ତେଲିଗୋଠପଡା ସ୍ଥିତ ଓଶ୍ରୁ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ
Read More...

ସ୍ୱାଧିନତା ସଂଗ୍ରାମୀ ମାଆ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଦୁଇ ଦିନିଆ ସଚେତନତା ଓ ସଦ୍‌ଭାବନା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ନେତୃତ୍ୱରେ ଏବଂ ଶିଶୁ ବିକାଶ କେନ୍ଦ୍ର, ଆଦ୍ୟାଶକ୍ତି ନାରୀ ସଂଗଠନ ଓ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସହଯୋଗରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କ
Read More...

ସୋନପୁର ରୋଡରେ ଡକାୟତି : ୪ ଗିରଫ, ୩ ଫେରାର, ୫ ବାଇକ ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ୫୭ ନଂ ଜାତୀୟ ରାଜପଥରେ କରୁଥିଲେ ଡକାୟତି । ଲୋକଙ୍କ ସାମଗ୍ରୀ ସହିତ ବାଇକ ଲୁଟି ନେଇ ବିକି ଦେଉଥିଲେ । ପୁଇଁନ୍ତଳା ପୁଲିସ ଏଭଳି ଏକ ର‍୍ୟାକେଟର ପର୍ଦ୍ଦାଫାସ କରିବା ସହ ଉକ୍ତ ଘଟଣାରେ ୩ ଜଣ ଡକାୟତ ଓ ଜଣେ ଡକାୟତି ସାମଗ୍ରି କିଣୁଥିବା
Read More...

ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଡ. ବି. ଆର୍ ଆମ୍ବେଦକର ମିନି ଷ୍ଟାଡିୟମ୍ ଠାରେ ସପ୍ତାହ ବ୍ୟାପି ଆୟୋଜିତ ହୋଇଥିବା ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ସୋନପୁର
Read More...

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଉଦ‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ଠାରେ ଫେବୃଆରୀ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଆଜି ଉଦ‌ଯାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟମାନେ ଆଲୋଚନାରେ ଭାଗ ନେଇ
Read More...

ଆସନ୍ତା ୧୦ରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ବର୍ଗ ପୁରୁଷ ଓ ମହିଳା କବାଡି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୧୩ରୁ ୧୫ ଫେବୃୟାରୀରେ କଟକ ଠାରେ ହେବାକୁ ଥିବା ଆନ୍ତଃରାଜ୍ୟ ବରିଷ୍ଠ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାରୁ ଭାଗ ନେବା ପାଇଁ ଆସନ୍ତା ୧୦.୦୨.୨୦୨୬ ରିଖ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ବରିଷ୍ଠ ବର୍ଗ ପୁରୁଷ ଓ ମହିଳା
Read More...

କୁଲତାପଡା ହାଇସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲତାପଡା ହାଇସ୍କୁଲ ଠାରେ ପଞ୍ଚମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକର ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦ୍ୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା
Read More...

୫ମ ବାର୍ଷିକ ସଂକୀର୍ତ୍ତନ୍ୟ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ୫ମ ବାର୍ଷିକ ମହୋତ୍ସବ କୁଟାସିଂହା ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ ପ୍ରାୟ ୪୩ରୁ ଅଧିକ ସଂକୀର୍ତ୍ତନ୍ୟ ଦଳ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ
Read More...