Browsing Tag

balangir news

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ସିସିଏଫ୍‌ଏକୁ ହରାଇ ଚମ୍ପିୟାନ ହୋଇଛି । ସ୍ପୋର୍ଟ ହଷ୍ଟେଲ ତରଫରୁ ରାମ ମାଝି ଓ ପ୍ରଭାକର ମାଝି
Read More...

ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମତ୍ସ୍ୟ ଅଧିକାରୀ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମତ୍ସ୍ୟ ନିର୍ଦ୍ଦେଶକ କୁଟିଳ ଚନ୍ଦ୍ର ଦାଶ
Read More...

ବଲାଙ୍ଗିର ନାଗରିକ କମିଟିର ବନମହୋତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ତରଫରୁ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିରଠାରେ ମହାସମାରୋହରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍ଯ୍ୟସମାଜ ମନ୍ଦିର ଚତୁର୍ପାଶ୍ୱରେ ଚାରା ରୋପଣ କରାଯାଇଥିଲା । ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଓ କାର୍ଯ୍ୟକାରୀ କମିଟି
Read More...

ଓମ୍‌ ଶାନ୍ତି ଯୋଗପୀଠରେ ଗୁରୁପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରାଜେନ୍ଦ୍ର ପାର୍କରେ ଓମ୍‌ ଶାନ୍ତି ଯୋଗ ପୀଠ ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଂପାଦକ ଚୁଡେନ୍ଦ୍ର କୁମାର
Read More...

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୁଜିଆକୁ ହରାଇ ଫାଇନାଲରେ ସ୍ପୋର୍ଟ ହଷ୍ଟେଲ

ମହିଳା ଖେଳରେ ସିହିନି ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମଠାରେ ଦ୍ୱିତୀୟ ସେମିଫାଇନାଲ ଖେଳ ଓ ଫାଇନାଲ ମହିଳା ଖେଳ ଅନୁଷ୍ଠିତ ହୋଇଯାଇଛି । ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ସୁଜିଆକୁ ହରାଇ ଫାଇନାଲକୁ
Read More...

ଜାତୀୟ ଜୁନିୟର ଉଷୁ ପ୍ରତିଯୋଗିତା ବଲାଙ୍ଗିରର ଅଂଶୁମାନଙ୍କୁ ମିଳିଲା କାଂସ୍ୟପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୪ତମ ଜାତୀୟ ଉଷୁ ପ୍ରତିଯୋଗିତା (ଜୁନିଅର) ୦୧ ଜୁଲାଇ ୬ ଜୁଲାଇ ୨୦୨୫ ହାଇଦ୍ରାବାଦର ଗୋଚିବାଓଲି ଇଣ୍ଡୋର ଷ୍ଟାଡିୟମଠାରେ ଇତି ମଧ୍ୟରେ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ଦଳ ମୋଟ ୭ଟି ମେଡାଲ ପାଇଥିଲେ । ଏଥିରେ ବଲାଙ୍ଗିର ଉଷୁ ସଂଘର ଅଂଶୁମାନ ସାହୁ
Read More...

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ସାଧାରଣ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଦେଶର ୧୦ଟି କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ଫେଡେରେସନ ଆସୋସିଏସନ ଆହ୍ୱାନରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଉପଲକ୍ଷେ ଆଜି ଏଆଟିୟୁସି, ଏଆଇୟୁଟିୟୁସି, ଆଇଏନ୍‌ଟିୟୁସି, ସିଟୁ
Read More...

ସିଁଯୋରୀ କଟାକୁ ଇକୋ ଟୁରିଜିମ୍ କରିବାକୁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଘଞ୍ଚ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟଭରା, ବଣପାହାଡ଼ ଘେରା କୁଆଁରୀ ଜଙ୍ଗଲ, ରିଜର୍ଭ ଜଙ୍ଗଲ, ରମାଇ ସଂରକ୍ଷିତ ଜଙ୍ଗଲ, ବାରପାହାଡ ଜଙ୍ଗଲକୁ ଲାଗି ରହିଥିବା ପ୍ରକୃତିର ବରଦାନ ଏହି ସିଁଯୋରୀ କଟାର
Read More...

ବଲାଙ୍ଗିର ଜିଲ୍ଲାରେ ଖଣି ପାଣି ଓ ସୁରକ୍ଷା ପାଇଁ ଚିନ୍ତନ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ଭବନ ବଲାଙ୍ଗିରଠାରେ ଏନ୍‌ଏପିଏମ୍ ଓଡିଶା ଓ ଏସ୍‌ଏସ୍‌ଏ ଓଡିଶା ଗନ୍ଧମାର୍ଦ୍ଧନ ସୁରକ୍ଷା ପରିସର ବଲାଙ୍ଗିର, ଜିଲ୍ଲାବାଦ ସଂଗଠନ ବଲାଙ୍ଗିର, ଜନମ ମାଏଟ ବଂଚାଓ ଆନ୍ଦୋଳନ ବଲାଙ୍ଗିର, ସହିଦ ଧରମସିଂ ମାନ୍ଧତା ସ୍ମୃତି କମିଟି, ସୁଲିଆବୁଢା
Read More...

ଶ୍ରୀନୃସିଂହ ମନ୍ଦିର ବଲାଙ୍ଗିରର ଅନ୍ନପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିରର ମହନ୍ତ ମହାରାଜ ସଦଗୁରୁ ଦେବ ବ୍ରଜ ମୋହନ ଶରଣଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ସହଯୋଗରେ ପୁରୀଧାମର ରାଧାକାନ୍ତ ମଠ (ଗମ୍ଭାରୀ) ବାଳିସାହିଠାରେ ପବିତ୍ର ବାହୁଡା ଯାତ୍ରା
Read More...