Browsing Tag

balangir news

ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

"ପ୍ରାଚୀର ପତ୍ରିକା ଆଇନାର ସ୍ୱତନ୍ତ୍ର ସଂଖ୍ୟା ବିରାଙ୍ଗନାର ପଥେ ପଥେ ଉନ୍ମୋଚିତ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।
Read More...

ସମ୍ବଲପୁର ରେଳ ଡିଭିଜନ ଅବହେଳାର ଶିକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ପୂର୍ବରୁ ଥିଲା । ଏହି ଅଭିଯୋଗରେ ବର୍ତ୍ତମାନ ସମ୍ବଲପୁର ରେଳ ଡିଭିଜନକୁ ରେଳ ବିଭାଗ ଅବହେଳା କରୁଥିବା ଫର୍ଦ୍ଦ ଯୋଡି ହୋଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ
Read More...

ସରପଞ୍ଚ ଓ ପିଇଓ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି
Read More...

ମହିଳା ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର କନଫରେନ୍ସ ହଲ ଠାରେ "ପ୍ରାନ୍ତର ପ୍ରତିନିଧିତ୍ୱ ସ୍ୱର, ଦୃଶ୍ୟମାନତା ଏବଂ ସାମାଜିକ ପରିବର୍ତ୍ତନ" ବିଷୟକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ବ୍ୟାପକ ଆଲୋଚନା, ପ୍ୟାନେଲ୍ ଚର୍ଚ୍ଚା ଓ ପ୍ରାୟୋଗିକ ଅଧିବେଶନ ମାନଙ୍କ ସହ ଶେଷ
Read More...

ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଗାଇଡ ଓ ଜୁନିଅର ରେଡ଼କ୍ରସ ପକ୍ଷରୁ ଟିଟିଲାଗଡ଼ ମହାଶିବରାତ୍ରିରେ ସେବା ଶିବିର

ସେବା ପାଇଁ ଦିନଟିଏଭକ୍ତ ପ୍ରଶଂସା କଲେ ଭାରତ ସ୍କାଉଟ ଗାଇଡ଼କୁ ବଲାଙ୍ଗିର, (ଦୁର୍ଗାନନ୍ଦ ମହାକୁର) : ଜିଲ୍ଲା ଭାରତ ସ୍କାଉଟ ଗାଇଡ ଓ ଜୁନିଅର ରେଡ଼କ୍ରସ ପକ୍ଷରୁ ଟିଟିଲାଗଡ଼ ପବିତ୍ର ମହାଶିବରାତ୍ରି ମେଳାଠାରେ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ
Read More...

ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ

ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଇଁଲାପାଲି ଓ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ
Read More...

ୟୁଜିସି ନିର୍ଦ୍ଦେଶାନାମା ୨୦୨୬ ସମର୍ଥନରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୂଳ ନିବାସୀ ବହୁଜନ ମିଳିତ ମହାସଂଘ ଓଡିଶା ବଲାଙ୍ଗିର ଶାଖା ତରଫରୁ ୟୁଜିସି ନିର୍ଦ୍ଦେଶାନାମା ୨୦୨୬କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏକ କର୍ମଶାଳା ସାମ୍ବାଦିକ ଭବନ ବଲାଙ୍ଗିରରେ ବରିଷ୍ଠ ଆଇନଜଷବୀ ଦିନେଶ ନାଗଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ୟୁଜିସି
Read More...

ରେଳ ଉପଭୋକ୍ତ ସଂଘର ସାଧାରଣ ବୈଠକ : ବିକ୍ଷୋଭ ପାଇଁ ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍ଯ୍ୟସମାଜ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ପ୍ରଦୀପ ସାହୁ, ଶିବ ନାରାୟଣ ରଥ, ଗୋପବନ୍ଧୁ ପୁରୋହିତ, କିଶୋର ପୁରୋହିତ, ନରେନ୍ଦ୍ର
Read More...

ପ୍ରଥମଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ ଗୃହର କାର୍ଯ୍ୟାଦେଶ ପ୍ରଦାନ ।

ବଲାଙ୍ଗୀର,(କେପିଏନଏସ) : ଗରିବ ମୁହଁରେ ଆଜି ହସ ଫୁଟିଲା । ଅନ୍ତୋଦୟ ସ୍ୱପ୍ନ ପୁରଣ ହେଲା ,ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ,ପ୍ରିୟ ଜନନେତା ସର୍ବମାନ୍ୟ ଡ଼ ମୁକେଶ ମହାଲିଙ୍ଗ…ଆଗଲପୁର ବ୍ଲକ ନଅଗାଁ(ଖ) ଠାରେ ସ୍ଥାନୀୟ ଜନତାଙ୍କ ନିକଟକୁ ଯାଇ ପ୍ରଥମ ଥର ପାଇଁ ବିଧାୟକ ପାଣ୍ଠିରୁ ଆବାସ
Read More...

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ମାର୍ଟ୍ ଫୋନ୍ ପିଲାଙ୍କ ପାଠପଢାରେ ଯେତେ ସହାୟକ ହେଉଛି ତାଠାରୁ ଅଧିକ ସେମାନଙ୍କ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ଫୋନରେ ଥିବା ବିଭିନ୍ନ ଅନଲାଇନ୍ ଗେମ୍ ଖେଳି ଛାତ୍ରଛାତ୍ରୀ କୁପଥଗାମୀ ହେବା ସହିତ ଅଶ୍ଲୀଳ ଓ ଅପରାଧିକ ଭିଡିଓ ଦେଖି ନିଜେ ଅପରାଧି
Read More...