Browsing Tag

balangir congress

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲେ ୩ଟି ବ୍ଲକର ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଂଜି ନିର୍ବାଚନ ମଂଡଳୀର ୩ ଗୋଟି ବ୍ଲକର ୬୭ ଗୋଟି ପଂଚାୟତର ଋଣୀ ଓ ଅଣ ଋରୀ ଛାଷୀମାନଙ୍କୁ ଖରିଫ-୨୦୨୧ର ଇନ୍ସୁରେନ୍ସ ମିଳିବା ଦାବୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୩ ଗୋଟି ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ଯାଦବ ଭବନ
Read More...

ପେଟ୍ରୋଲିୟମର ଦର ବୃଦ୍ଧି ବିରୁଦ୍ଧରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ରକ୍ଷା କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଫେଲ ମାରିଛନ୍ତି । ଏଗୁଡିକର ଦର ଅତି କମରେ ୧୦ ଟଙ୍କା କମାଇବା ନେଇ କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତାବ ଦିଆଯାଇଥିଲା । ଦର
Read More...

କଳା କୃଷି ଆଇନ ଓ ଶୀତ ଅଧିବେଶନ ରଦ୍ଦ ପ୍ରତିବାଦରେ ଯୁବ କଂଗ୍ରେସର ମଶାଲ ଆକ୍ରୋଶ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର): କେନ୍ଦ୍ର ମୋଦୀ ସରକାରର ଜନ ବିରୋଧି ତିନି କଳା କୃଷି ଆଇନ ଓ ଶୀତ ଅଧିବେଶନ ରଦ୍ଦ ପ୍ରତିବାଦରେ ଆଜି ଜିଲ୍ଲା ଯୁବ କଂଗ୍ରେସ ବଲାଙ୍ଗିର ତରଫରୁ ଏକ ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ କଚେରୀ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ
Read More...

କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଲାଙ୍ଗିର କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପିସିସିର ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖଣ୍ଡ ଭାରତ ବର୍ଷ ନିର୍ମାଣରେ
Read More...

ସଂବିତ ପାତ୍ରଙ୍କ ଗିରଫ ଦାବୀ କଲା ବଲାଙ୍ଗିର ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ରଙ୍କ ଗିରଫ ଦାବୀ କରିଛି ବଲାଙ୍ଗିର ଯୁବ କଂଗ୍ରେସ । ଅଭିଯୋଗ କରାଯାଇଛି ଯେ, ସଂବିତ ପାତ୍ରଙ୍କର ଅପମାନସୂଚକ ମନ୍ତବ୍ୟ ଓ ଦୁର୍ବବ୍ୟବହାରରେ ଭାରତୀୟ ଜାତୀୟ କଂଗ୍ରେସର
Read More...