Browsing Tag

balangir

ବଲାଙ୍ଗିର ସାଇବର ଓ ଟ୍ରାଫିକ ପୋଲିସ ପକ୍ଷରୁ ସାଇବର ସଚେତନତା ଶିବର

ବଲାଙ୍ଗିର : ଦିନକୁ ଦିନ ସାଇବର ଠକେଇ ବଢି ବଢି ଚାଲିଛି । ଅନକେ ନିରୀହ ଲୋକ ଏହି ସାଇବର ଠକେଇର ଶିକାର ହେଉଛନ୍ତି । ଟିକିଏ ଭୁଲ ପାଇଁ କେତେବେଳେ କାହାର ଆକଉଣ୍ଟରୁ ଆଖି ପିଛୁଲାକେ ଟଙ୍କା ଗାୟବ ହୋଇ ଯାଉଛି ତ ଆହୁରି କାହାର ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇ ବ୍ଲାକମେଲିଂର ଶିକାର ହେବାକୁ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର : ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ
Read More...

ଏକ ପେଡ୍ ମା କେ ନାମ ୨.୦ ଅବସରରେ ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏକ ପ୍ରେରଣାଦାୟକ ପଦକ୍ଷେପ ଏକ ପେଡ୍ ମା କେ ନାମ ୨.୦
Read More...

ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ପି ଅଫିସରେ ବଲାଙ୍ଗିର ବିଜୁ ମହିଳା ଜନତା ଦଳ । ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଅତ୍ୟାଚାର
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ମା ଜଗତ ଜନନି ମା ଦୂର୍ଗାଙ୍କ ପୁଜା । ଟିଟିଲାଗଡ଼ ସହରରେ ହେବାକୁ ଥିବା ମାଁ ଦୁର୍ଗାଙ୍କ ପୂଜାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ
Read More...

ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ୍‌ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡ଼ା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କ୍ରୀଡ଼ାରେ ଓଡ଼ିଶାର ଜଣାଶୁଣା କ୍ରିକେଟର ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୃଷ୍ଣଚନ୍ଦ୍ର ଦାନୀ ମୁଖ୍ୟ ଅତିଥି
Read More...

ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ମଧ୍ୟରୁ ବଲାଙ୍ଗିର ମାଟିର ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଯୁବ ଉଦ୍ୟୋଗୀ ଶୁଭମ କୁମାର ଦର୍ଜୀ । ଯୁବ ଉଦ୍ୟୋଗୀ ଶୁଭମ ଏବେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର ତଥା ପଶ୍ଚିମ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ରାଜଧାନୀ ଦିଲ୍ଲୀ ଠାରେ
Read More...

ସାଂସଦ ଖେଳ ମହୋତ୍ସବ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ବଲାଙ୍ଗିର ଲୋକସଭା କ୍ଷେତ୍ରର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ବଲାଙ୍ଗିରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ ବିଧାନସଭା
Read More...

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ, କଟିଲା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଦୁର୍ଘଟଣା ଜନିତ ଅନେକ ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୁଲିସ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା ନିୟମ ଲାଗୁ କରିଛି । ବଲାଙ୍ଗିର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର
Read More...

ଜଳଛତ୍ର ଖୋଲିବାକୁ ଏକା ଏକା ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକାଏକା ଧାରଣା ଦେଇଥାନ୍ତି ଡ. ବିପିନ କୁଶଲିଆ । ଆଉ ଏବେ ସହରରେ ଜଳଛତ୍ର ଖୋଲାଯାଇ ନଥିବାରୁ ସେ ପୌର କାର୍ଯ୍ୟାଳୟ ଆଗରେ ଏକା ଏକା ଖରା ତାତିରେ ଧାରଣା ଦେଇଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟିର ବ୍ୟାନର ଲଗାଇ
Read More...