Browsing Tag

baipariguda news

ବୈପାରିଗୁଡା ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳନ କରାଯାଇଥିବା ବେଳେ ଏହି ଅବସରରେ ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ୭୮ତମ
Read More...

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ : ୧ ମୃତ

ବୈପାରିଗୁଡ଼ା : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟନୀକୁଣ୍ଡ ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ବୈପାରିଗୁଡ଼ା ବ୍ଲକ ଲିମଗୁଡ଼ାର ସୁଶାନ୍ତ ବେହେରା ବୋଲି ଜଣାପଡିଛି ।
Read More...

ଦୁରୁଆ ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ

ବୈପାରୀଗୁଡା : ଦୀର୍ଘ ବର୍ଷର ସଂଘର୍ଷ ଓ ଆନ୍ଦୋଳନ ପରେ ଆଦିବାସୀ ମାନ୍ୟତା ପାଇଲେ ଦୁରୁଆ ଜନଜାତି । ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରୀଗୁଡାର ସରିଷପଦରଠାରେ ଦୁରୁଆ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପାରମ୍ପରିକ ବାଜା ସହ ଚାଲିଛି ଗୀତ ନାଚ । ବିଗତ ଦିନରେ ପଲ୍ଲୀରୁ ଦିଲ୍ଲୀ
Read More...

ଭାଲୁ ସହ ଅଧଘଣ୍ଟା ଧରି ଚାଲିଲା ଲଢେଇ

ବୈପାରୀଗୁଡା : ଭାଲୁ ସହ ଅଧଘଣ୍ଟା ଧରି ଚାଲିଲା ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ବଞ୍ଚିଲେ ଯୁବକ । ସୂଚନାଅନୁଯୟେୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ବାଘଗୁଡାରେ ଭାଲୁ ସହ ମଣିଷର ଲଢେଇ । ବାଘଗୁଡାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଜଗବନ୍ଧୁ ହରିଜନ ଗୁରୁତର ହୋଇଛନ୍ତି । ଜଗବନ୍ଧୁ
Read More...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୈପାରୀଗୁଡା : ଶୌଚ ପାଇଁ ଯାଇଥିବା ବେଳେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମର ୫୫ ବର୍ଷ ବୟସ୍କା ଦଉନା ନାୟକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ
Read More...

ଗଛକୁ ପିଟିଲା ବାଇକ : ୧ମୃତ, ୧ଗୁରୁତର

ବୈପାରୀଗୁଡା : ଗଛକୁ ପିଟିଲା ବାଇକ । ଗଛରେ ପିଟିହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଏଭଳି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଛକରେ ଘଟିଛି । ମୃତ ବ୍ୟକ୍ତି ମୂଷା ପଦର ଗ୍ରାମର ସମରା ଖରାଙ୍କ ପୁଅ ଘାସି ଖରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ
Read More...

ବିଏସ୍‌ଏଫ୍‌ର କମ୍ବିଂ ଅପରେସନ୍‌ : କଲଭର୍ଟ ତଳୁ ମିଳିଥିବା ପାର୍ସଲରୁ ଗଞ୍ଜେଇ ଜବତ

ବୈପାରୀଗୁଡା : ଜାତୀୟ ରାଜପଥ କଡରେ ବିଏସ୍‌ଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ କଲଭର୍ଟ ତଳେ ପଡିଥିବା ପ୍ୟାକିଂ ପାର୍ସଲରୁ ପଲିଥିନକୁ ଦେଖି ପାର୍ସଲ ବୋମା ସନ୍ଦେହ କରିଥିଲେ ବିଏସ୍‌ଏଫ୍‌ ଯବାନ । ତୁରନ୍ତ ବିଏସ୍‌ଏଫ୍‌ର ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର
Read More...

ବୈପାରୀଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ପଥର କୁଆଁରୀକୁ ବିରୋଧ

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡା ସ୍ଥିତ ଖେମାବେଡା ପଥର କୁଆରିରେ ଲାଗିଛି ମାଓ ପୋଷ୍ଟର । ଧଳା ରଙ୍ଗର କାଗଜରେ ଲେଖା ଯାଇଥିବା ପୋଷ୍ଟର କୁଆଁରୀର ବିଭିନ୍ନ ସ୍ଥାନରେ ଲାଗିଛି । କୁଆଁରୀ ନିକଟରେ ଥିବା ଗଛ, ଗାଡି ଏବଂ କୁଆରୀ ଘର
Read More...