ଭୟଙ୍କର ଦୁର୍ଘଟଣା, ୩ ମୃତ, ୩ ଗୁରୁତର
ବଡ଼ବିଲ : ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ରାତି ପ୍ରାୟ ୯ଟା ହେବ ।!-->…
Read More...
Read More...