Browsing Tag

anandapur news

ପରିତ୍ୟକ୍ତ କୋଠରୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କାର୍ଯ୍ୟାଳୟ ପରିସରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମହିଳା ଜଣକ ୧୦ରୁ ୧୨ ଦିନ ତଳେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ଆନନ୍ଦପୁର : ଆନନ୍ଦପୁର ୨୦ ନଂ. ଜାତୀୟ ରାଜପଥ କଲରାଗଡ଼ିଆ ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୁଗୁପାଳ ଗ୍ରାମର ଏକ ଦମ୍ପତ୍ତି ତାଙ୍କର ଦୁଇ ଶିଶୁଙ୍କୁ ସାଙ୍ଗରେ ଧରି ବଡ଼ବିଲ ଯାଉଥିବା ସମୟରେ ଘନ କୁହୁଡ଼ି
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ : ଡ୍ରାଇଭର ଫେରାର

ଆନନ୍ଦପୁର : ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ ଏବଂ ୨ ଆହତ । ଆନନ୍ଦପୁର ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ଡଙ୍କୁରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇ ପରେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ
Read More...

ଜମି ଜବର ଦଖଲକୁ ନେଇ ଝଗଡା : ୮ ଜଣ ଆହତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁର ଥାନା କରାଡାମାଳି ଗାଁରେ ସରକାରୀ ଜମିକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଝଗଡା ହୋଇଛି । ଫଳରେ ଉଭୟ ପକ୍ଷରୁ ୮ ଜଣ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ କେନ୍ଦୁଝର ଜିଲ୍ଲା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ
Read More...

ଅଗ୍ନିକାଣ୍ଡ ଯୋଗୁଁ ଜଳି ପୋଡ଼ି ଛାର୍‌ଖାର୍‌ ହୋଇଗଲା ଘର

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ଜଳି ପୋଡ଼ି ଛାର୍‌ଖାର୍‌ ହୋଇଯାଇଥିବା ଖବର ମିଳିଛି । ରାତି ପ୍ରାୟ ୩ଟା ପରେ ଘଟିଥିବା ଏହି ଘଟଣାରେ ବାଇଧର ମୁଦୁଲି ଓ ଘନଶ୍ୟାମ ମୁଦୁଲିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ
Read More...
error: Content is protected !!