Browsing Tag

agalpur news

ଆଗଲପୁରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ

ଆଗଲପୁର : ଆଜି ଆଗଲପୁରଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ବୈଠକ ସଂପାଦକ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମାନବ ସମାଜକୁ ଭାରତୀୟ ସନାତନ ଧର୍ମର ଅବଦାନ ଉପରେ
Read More...

ମିଶନ ଶକ୍ତି ମହିଳାମାନଙ୍କ ଗଣଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଓଏଲ୍‌ଏମ୍‌ କାର୍ଯ୍ୟାଳୟରେ ତାଲା ପକାଇ ମିଶନ ଶକ୍ତି କର୍ମୀ ସଂଘର କର୍ମକର୍ତ୍ତାଗଣ ଗଣଧାରଣା ଦେଇଛନ୍ତି । ଅଭିଯୋଗ ଅନୁସାରେ ସେମାନଙ୍କ ବକେୟା ପାରିଶ୍ରମିକ ପାଇବା ସକାଶେ ବିଡିଓ, ଜିଲ୍ଲାପାଳ, ମିଶନଶକ୍ତି ମନ୍ତ୍ରୀ ତଥା
Read More...

ରାଜ୍ୟସ୍ତରୀୟ ଚେସ୍‌ ପ୍ରତିଯୋଗିତା-୨୦୨୫ ସକାଶେ ସାମ୍ବାଦିକ ସମ୍ବିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗିରିଧାରୀ ମହାବିଦ୍ୟାଳୟ ଠାରେ ସ୍ୱର୍ଗତ ତରଣୀସେନ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଚେସ୍‌-୨୦୨୫ ପ୍ରତିଯୋଗିତା ପାଇଁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାଟି ବରଗଡ ଓ ବଲାଙ୍ଗିର ଚେସ ସଂଘର ମିଳିତ ଉଦ୍ୟମରେ
Read More...

ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆର୍‌ସି ଅଂଶୁମାନ ଦେବ ବାବୁଙ୍କ ତତ୍ୱାବଧାନରେ ସ୍ୱଚ୍ଛତାରେ ଶ୍ରମ ଦିବସ ତଥା ସ୍ୱାସ୍ଥ୍ୟ ପରୀକ୍ଷା
Read More...

ବ୍ଲକ ସ୍ତରୀୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ବ୍ଲକ ସ୍ତରୀୟ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ନଅଗାଁ (ଖ) ପଂଚାୟତ ଅନ୍ତର୍ଗତ ରୁରାଲପାର୍କ ପଛପଟ ପଡିଆରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ
Read More...

ପ୍ରଥମ ଡିଜିଟାଲ ଗ୍ରୀଡ ସବ ଷ୍ଟେସନ ଆଗଲପୁର ରାମପୁର ଠାରେ ଉଦଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମପଂଚାୟତ ରାମପୁର ଠାରେ ୧୩୨/୩୩କେଭି ରାଜ୍ୟର ପ୍ରଥମ ଡିଜିଟାଲ ଗ୍ରୀଡ ସବ ଷ୍ଟେସନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ୟକ୍ରମ ରେ ଓଡିଶା ର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ
Read More...

ଭରସୁଜା ଆଞ୍ଚଳିକ ଆର୍ଯ୍ୟ ସମାଜର ଶ୍ରାବଣୀ ପର୍ବ ଉଦଯାପିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଆଞ୍ଚଳିକ ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ଗତ ଶ୍ରାବଣ ପୂର୍ଣ୍ଣିମା ଠାରୁ ଏକମାସ ପର୍ଯ୍ୟନ୍ତ ଚାଲିଥିବା ଶ୍ରାବଣୀ ଉପାକର୍ମ ଓ ବେଦ ପ୍ରଚାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଭରସୁଜା କପିଳେଶ୍ଵର ମନ୍ଦିର
Read More...

ଶିକ୍ଷକ ଆଶୁତୋଷ ପୂଝାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଆଗଲପୁର : ଆଗଲପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଆଶୁତୋଷ ପୂଝାରୀ 'ପଞ୍ଚସଖା ଶିକ୍ଷାସେତୁ’ ସଂଗଠନର ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଜିଲ୍ଲା ସ୍ତରୀୟ ଗୁରୁଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ଦିଭାଗ ତରଫରୁ ତାଙ୍କୁ ମାନପ‌ତ୍ର ଦେଇ
Read More...

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡ଼ଟିକା ଗ୍ରାମ ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ କୁମାର ପଧାନଙ୍କ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣୀ ଶିବିର ପରିଚାଳିତ ହୋଇଥିଲା ।
Read More...

ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଷୁଣ୍ଡ ପଂଚାୟତ ହରଭଙ୍ଗା ଖେଳ ପଡିଆରେ ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ କୁଶଙ୍ଗ ଓ ଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇ କୁଶଙ୍ଗ ଦଳ ଟ୍ରାଇବ୍ରେକର ଜରିଆରେ ବିଜୟୀ
Read More...