Browsing Tag

agalpur news

ଡୁଡୁକାରେ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାରେ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
Read More...

ବକଟୀ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀ ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବକଟୀ ବଂଶୀଧର ମେମୋରିଆଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ
Read More...

ଲୋୟର ସୁକତେଲ ପ୍ରକଳ୍ପରେ କୁମ୍ଭୀର ଗୁଜବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସୋସିଆଲ ମିଡିଆରେ ଲୋୟର ସୁକତେଲ ଜଳ ପ୍ରକଳ୍ପରେ କୁମ୍ଭୀର ବୁଲୁଥିବା ଫଟୋ ଭାଇରାଲ ହେଉଛି । ତେଣୁ ଲୋକେ ଭୟଭୀତ ହେଉଛନ୍ତି । କିନ୍ତୁ ତାହା ଗୁଜବ ଓ ଏଆଇ କ୍ୟାମେରାରେ ପ୍ରସ୍ତୁତ ଫଟୋ ବୋଲି ସୂଚନା ମିଳିଛି । ଏଣୁ ଭୟଭୀତ ହେବାର କୌଣସି ପ୍ରସଙ୍ଗ ନୁହେଁ ।
Read More...

ପ୍ରକଳ୍ପ ସ୍ତରୀୟ ପୋଷଣ ମହା ସପ୍ତାହ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ଗ୍ରାମରେ ଆଗଲପୁର ବ୍ଲକ ପ୍ରକଳ୍ପ ସ୍ତରୀୟ ପୋଷଣ ମହା ସପ୍ତାହ ପାଳିତ ହୋଇଯାଇଛି । ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ସଭା ପରିଚାଳନା କରିଥିବାବେଳେ ଉକ୍ତ
Read More...

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଏସ୍‌ଏସ୍‌ଓ ସୁଶାନ୍ତ ମହାକୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଦୁଲା ପଞ୍ଚାୟତର ୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୪୫ ଜଣ ଛାତ୍ରୀଛାତ୍ର ଭାଗ
Read More...

ଆଗଲପୁର ବିଡିଓଙ୍କୁ ଦାବୀପତ୍ର ଦେଲେ ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ୨୦ଗୋଟି ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା ତାଙ୍କ ବକେୟା ପାଉଣାକୁ ନେଇ ଆଗଲପୁର ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏହି ସଭ୍ୟାମାନେ ୨୦୨୨ ମସିହାଠାରୁ
Read More...

ଡୁଡୁକାରେ ବାଇକ ଦୁର୍ଘଟଣା : ଜଣେ ମୃତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଠାରେ ସାଲେଭଟା- ଆଗଲପୁର ପିଡବ୍ଲୁଡି ରସ୍ତାରେ଼ ଗତକାଲି ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡୁଡୁକା ସୁଶାନ୍ତି ନଗରର ଚୁଡାମଣି (ମୁକ୍ତି) ରଣା(୫୫) ତାଙ୍କ
Read More...

ନଅଗାଁ(ଖ)ରେ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର , (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚ ଦିବସୀୟ ରନିଙ୍ଗ ଫୂଟବଲ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ଆଗଲପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ପାଳିତ

ଆଗଲପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡସ୍ତରୀୟ ଶତବାର୍ଷିକୀ କାର୍ଯ୍ୟକ୍ରମ ଆଗଲପୁର ଜଗନ୍ନାଥ ମନ୍ଦିରର ସାମ୍ନାରେ ପାଳିତ ହୋଇଯାଇଛି । ଖଣ୍ଡ ସଂଘଚାଳକ ଦିଲ୍ଲୀପ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵୟଂସେବକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...