Browsing Tag

agalpur news

ଆଗଲପୁର ବ୍ଲକ କଂଗ୍ରେସ କମିଟି ସଭାପତି ହେଲେ ଯୁବନେତା ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ମନୋନୀତ ହୋଇଛନ୍ତି ଯୁବନେତା ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ । ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଯୁବନେତା ଶ୍ରୀ ପଟେଲଙ୍କୁ ଆଗଲପୁର ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ କରାଯାଇଛି ।
Read More...

ସାନଟିକା ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ସାନଟିକା ଗ୍ରାମରେ
Read More...

ତେନ୍ତୁଳିଖୁଣ୍ଟି ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ…

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ଆଗଲପୁର ବ୍ଳକ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ ପୋଖରୀର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ଗତ ୨୦୧୭-୧୮ ବର୍ଷରେ ପଂଚାୟତ ତରଫରୁ ମାଟିକାମ କରାଯାଇଥିଲା । ଅଭିଯୋଗ
Read More...

ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ବୃଦ୍ଧ

ଆଗଲପୁର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତର ଝରଣୀପାଲି ଗାଁ ବାସିନ୍ଦା ବିରଞ୍ଚି ସାହୁ (୬୫) ଗତ ପାଞ୍ଚ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଥାଇ ଚିକିତ୍ସାଧୀନ ଅଛନ୍ତି । ତେବେ ପରିଣତ ବୟସରେ ଭତ୍ତା ପାଇବା ପାଇଁ ପଞ୍ଚାୟତ ତଥା ବ୍ଲକ
Read More...

ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଗ୍ରାମରେ ନିମ୍ନମାନର ଖେଳ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ବଣ୍ଟନ

ଆଗଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ପକ୍ଷରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୬ ଗୋଟି ଅକ୍ସିଜେନ କନସେନଟ୍ରେଟର ସମେତ ୨ ହଜାର ଏନ ୯୫ ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ଅଯୋଜିତ କାର୍ଯ୍ୟକ୍ରମରେ ବ୍ଲକ
Read More...

ବିଡ଼ିଓଙ୍କୁ ଗାଁ ସାଥୀ ସଙ୍ଘର ଦାବୀପତ୍ର

ଆଗଲପୁର, (କେପିଏନ୍‌ଏସ୍‌) : କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତଥା ପରିଚୟ ପତ୍ର ଦାବୀରେ ଆଗଲପୁର ବ୍ଲକ ଗାଁ ସାଥୀ(ମେଟ) ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଙ୍ଘର ସମ୍ପାଦକ ଆନନ୍ଦ ପଧାନଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା କାର୍ଯ୍ୟରେ
Read More...

ଆଗଲପୁର ବ୍ଲକ୍‌ର ୩ଟି ପଞ୍ଚାୟତବାସୀ ପାଇନାହାନ୍ତି ଖରିଫ୍ ଫସଲ ବୀମା ଅର୍ଥ, ସାଧାରଣରେ ଅସନ୍ତୋଷ : ପୂର୍ବତନ ମନ୍ତ୍ରୀ…

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ର ୩ଟି ପଞ୍ଚାୟତ ଆଗଲପୁର, କୁଟାସିଂହା ଓ ନୁନିଆଁପାଲିର ଚାଷୀମାନେ ୨୦୨୦-୨୧ ଖରିଫ୍ ଫସଲ ବୀମା କରି ନିଜର ପ୍ରାପ୍ୟ ପାଇ ନଥିବା ଯୋଗୁଁ ତୀବ୍ର ଅସନ୍ତୋଷ ଦେଖାଦେଇଛି । କୁହାଯାଇଛି ଯେ, ଚାଷୀ ମାନେ ଅନେକ ହଇରାଣ ହୋଇ ବହୁ ଥର ସ୍ଥାନୀୟ
Read More...

ମରଣ ଯନ୍ତା ପାଲଟିଛି ରାସ୍ତା : ସାଧାରଣରେ ଅସନ୍ତୋଷ

ଆଗଲପୁର, (କେପିଏନ୍‌ଏସ୍‌) : ମରଣ ଯନ୍ତା ପାଲଟିଛି ରାସ୍ତା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ହେଉଛି ରାଜ୍ ଆଗଲପୁର ବ୍ଲକ ନିକଟସ୍ଥ ହଲଦୀ ପଦରରୁ ନଅଗାଁ(କ) ଗ୍ରାମ ପଞ୍ଚାୟତକୁ ଯିବା ଆସିବା କରିବା ପାଇଁ ସାହା ଭରସା । କିନ୍ତୁ ଦୁଃଖର ବିଷୟ ସ୍ୱାଧୀନତାର ଏତେ
Read More...

ହରଭଙ୍ଗା ସ୍କୁଲ ତରଫରୁ ବନ ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ କରି ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୃକ୍ଷ ରୋପଣ
Read More...