Browsing Tag

agalpur news

ଆଗଲପୁର ବ୍ଲକରେ ଗୀତାଞ୍ଜଳି ଦାଶ ହେଲେ ଅଧ୍ୟକ୍ଷା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତି ଗୀତାଞ୍ଜଳି ଦାଶ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ପଦବୀ ପାଇଁ ସାଲେଭଟା ଗ୍ରାମପଂଚାୟତ ସମିତି ସଭ୍ୟା ଗୀତାଞ୍ଜଳି ଦାଶ ଦାଖଲ କରିଥିଲେ ଓ କୁଟାସିଂହା ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା ମନୋନୟନ ପତ୍ର ଦାଖଲ
Read More...

ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁଙ୍କ ଦାୟିତ୍ୱ ଗ୍ରହଣ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧିନସ୍ଥ ଭରସୁଜା ଗ୍ରାମପଞ୍ଚାୟତରେ ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁ ଆଜି ପଂଚାୟତରେ ସରପଞ୍ଚ ପଦ ଅଧିଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲେ ରେଂଗାଲିର ବଜରଂଗ ଦଳ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଂଚାୟତର ରେଂଗାଲି ଗ୍ରାମରେ ଉକିଆ ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ଭାଇ କେହି କାନ୍ଧ ଦେବାକୁ ଆସି ନଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଶବ
Read More...

ନଅଗାଁ(ଖ)ରେ ବିଜ୍ଞାନ ଦିବସ-୨୦୨୨ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ପରିଚାଳନା କମିଟି ତଥା ଆଲୁମିନି ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସମ୍ୱନ୍ଧୀୟ ୨୮ଟି
Read More...

ଆଗଲପୁର ବ୍ଲକର ୨ନଂ ଜୋନରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୨ନଂ ଜୋନରେ ଥିବା ୧୧ ଗୋଟି ପଂଚାୟତର ବିଜୟୀ ସରପଂଚ ଓ ସମିତି ସଭ୍ୟମାନଙ୍କୁ ଆସନ୍ତୁ ଜାଣିବା । ଡୁଡୁକାର ଅଶୋକ ପଟେଲ ୧୪୩୭ ଭୋଟରେ, ଉପରବାହାଲ ମାନି ସାହୁ ୧୧୪୨ ଭୋଟରେ, ସାଲେଭଟା ବିଜୟ ବେହେରା ୮୯୨ ଭୋଟରେ, ମୁରସୁଣ୍ଢୀ ରଥି ସାହୁ ୭୬୨
Read More...

ଆଗଲପୁର ବ୍ଲକ ୨ ନଂ. ଜୋନରେ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨ ନଂ. ଜୋନର ଫଳାଫଳ ମୁତାବକ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ ହୋଇଥିବା ଜଣାଯାଇଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଗଲପୁର ବ୍ଲକର ୨ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ବଶଜେପି ହାତରୁ ଛଡାଇ
Read More...

ଆଗଲପୁର ବ୍ଲକରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ବିଜୟୀ ପ୍ରାର୍ଥୀମାନେ ହେଲେ ଆଗଲପୁର ପଂଚାୟତରେ ନନ୍ଦିନୀ ମେହେର ୧୨୮୨ ଭୋଟରେ, ବାବୁଫାସଡରୁ ଜୟନ୍ତୀ
Read More...

ଆଗଲପୁର ବ୍ଲକ ୧ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଦେବକୀ ସାହୁ ବିଜୟୀ ହୋଇଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କ ଠାରୁ ୨୮୮୮ଟି ଭୋଟରେ ଆଗୁଆ ରହିଛନ୍ତି
Read More...

ବଲାଙ୍ଗିର-ବରଗଡ ଜାତୀୟ ରାଜପଥ୨୬ କରନ ଢାବା ନିକଟରେ ସଡକ ଦୁର୍ଘଟଣା, ବାଇକ ଚାଳକ ଡାକ୍ତର ଖାନାରେ ଭର୍ତ୍ତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ବରଗଡ ଜାତୀୟ ରାଜପଥ ୨୬ ମାନସ ବିହାର ରୁଗୁଡିଖାଲ କରନ ଢାବା ନିକଟରେ ନୂତନ ତିଆରି କଲଭର୍ଟରେ ଏକ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଡୁଙ୍ଗୁରିପାଲିର ସହଲା ଗ୍ରାମରୁ ବୁଢିପଦରଗ୍ରାମକୁ ବାହାଘର ଆସିଥିବା ଜଣେ
Read More...

ଅମରାମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନରେ ଅନେକ ଜାଗାରେ ବିଭିନ୍ନ ସମସ୍ୟା ତଥା ଭୋଟ ବର୍ଜନ ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ନୁନିଆପାଲି ପଂଚାୟତ ଅମରାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ,
Read More...