Browsing Tag

agalpur news

ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଦୁଲା ପଞ୍ଚାୟତର ୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୪୫ ଜଣ ଛାତ୍ରୀଛାତ୍ର ଭାଗ
Read More...

ଆଗଲପୁର ବିଡିଓଙ୍କୁ ଦାବୀପତ୍ର ଦେଲେ ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ୨୦ଗୋଟି ପଂଚାୟତର ଇସି ଓ ଜିପିଏଲ୍‌ଏଫ୍‌ ସଭ୍ୟା ତାଙ୍କ ବକେୟା ପାଉଣାକୁ ନେଇ ଆଗଲପୁର ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏହି ସଭ୍ୟାମାନେ ୨୦୨୨ ମସିହାଠାରୁ
Read More...

ଡୁଡୁକାରେ ବାଇକ ଦୁର୍ଘଟଣା : ଜଣେ ମୃତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଠାରେ ସାଲେଭଟା- ଆଗଲପୁର ପିଡବ୍ଲୁଡି ରସ୍ତାରେ଼ ଗତକାଲି ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡୁଡୁକା ସୁଶାନ୍ତି ନଗରର ଚୁଡାମଣି (ମୁକ୍ତି) ରଣା(୫୫) ତାଙ୍କ
Read More...

ନଅଗାଁ(ଖ)ରେ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର , (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ପଂଚ ଦିବସୀୟ ରନିଙ୍ଗ ଫୂଟବଲ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ଆଗଲପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ପାଳିତ

ଆଗଲପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡସ୍ତରୀୟ ଶତବାର୍ଷିକୀ କାର୍ଯ୍ୟକ୍ରମ ଆଗଲପୁର ଜଗନ୍ନାଥ ମନ୍ଦିରର ସାମ୍ନାରେ ପାଳିତ ହୋଇଯାଇଛି । ଖଣ୍ଡ ସଂଘଚାଳକ ଦିଲ୍ଲୀପ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵୟଂସେବକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ଆଗଲପୁରରେ ବିଶ୍ଵ ହିନ୍ଦୁ ପରିଷଦର ବୈଠକ ଅନୁଷ୍ଠିତ

ଆଗଲପୁର : ଆଜି ଆଗଲପୁରଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ବୈଠକ ସଂପାଦକ ଘନଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ଯୋଗଦେଇ ମାନବ ସମାଜକୁ ଭାରତୀୟ ସନାତନ ଧର୍ମର ଅବଦାନ ଉପରେ
Read More...

ମିଶନ ଶକ୍ତି ମହିଳାମାନଙ୍କ ଗଣଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଓଏଲ୍‌ଏମ୍‌ କାର୍ଯ୍ୟାଳୟରେ ତାଲା ପକାଇ ମିଶନ ଶକ୍ତି କର୍ମୀ ସଂଘର କର୍ମକର୍ତ୍ତାଗଣ ଗଣଧାରଣା ଦେଇଛନ୍ତି । ଅଭିଯୋଗ ଅନୁସାରେ ସେମାନଙ୍କ ବକେୟା ପାରିଶ୍ରମିକ ପାଇବା ସକାଶେ ବିଡିଓ, ଜିଲ୍ଲାପାଳ, ମିଶନଶକ୍ତି ମନ୍ତ୍ରୀ ତଥା
Read More...

ରାଜ୍ୟସ୍ତରୀୟ ଚେସ୍‌ ପ୍ରତିଯୋଗିତା-୨୦୨୫ ସକାଶେ ସାମ୍ବାଦିକ ସମ୍ବିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗିରିଧାରୀ ମହାବିଦ୍ୟାଳୟ ଠାରେ ସ୍ୱର୍ଗତ ତରଣୀସେନ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଚେସ୍‌-୨୦୨୫ ପ୍ରତିଯୋଗିତା ପାଇଁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାଟି ବରଗଡ ଓ ବଲାଙ୍ଗିର ଚେସ ସଂଘର ମିଳିତ ଉଦ୍ୟମରେ
Read More...

ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆର୍‌ସି ଅଂଶୁମାନ ଦେବ ବାବୁଙ୍କ ତତ୍ୱାବଧାନରେ ସ୍ୱଚ୍ଛତାରେ ଶ୍ରମ ଦିବସ ତଥା ସ୍ୱାସ୍ଥ୍ୟ ପରୀକ୍ଷା
Read More...

ବ୍ଲକ ସ୍ତରୀୟ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ବ୍ଲକ ସ୍ତରୀୟ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ନଅଗାଁ (ଖ) ପଂଚାୟତ ଅନ୍ତର୍ଗତ ରୁରାଲପାର୍କ ପଛପଟ ପଡିଆରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ
Read More...