ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
କଟକ : ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପରୀକ୍ଷାର୍ଥୀମାନଙ୍କ ପାଇଁ ଜାନୁଆରି ୧୦ ତାରିଖ ସକାଳ ୧୦ଟାରୁ ଫର୍ମପୂରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଲେ ଜାନୁଆରି ୨୭ ତାରିଖ ରାତି ୧୧.୪୫ ଟା!-->…
Read More...
Read More...