୨ୟ ଦିନରେ ୫ଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼
ମ.ରାମପୁର, (ହେମନ୍ତ ସାହୁ) : ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନର ଦ୍ୱିତୀୟ ଦିନରେ ମ.ରାମପୁର ବ୍ଳକର ପାଂଚଟି ପଂଚାୟତରେ ବଣ୍ଟନ ହେଲା ସ୍ମାର୍ଟ କାର୍ଡ଼ । ଗୋଚ୍ଛାଡ଼େଙ୍ଗେନ, ଅଲାତରା, ମଦନପୁର, ଡ଼ମ୍ବ କର୍ଲାଖୁଣ୍ଟା ଏବଂ ନୁନପୁର ପଂଚାୟତରେ ଏହି କାର୍ଡ଼ ବଣ୍ଟନ କରାଯାଇଥିବା ଜଣାଯାଇଛି । କାର୍ଡ଼!-->…
Read More...
Read More...