Browsing Tag

ସମ୍ବଲପୁର ସିଟି ସ୍ପୋର୍ଟିଂ ଦଳକୁ ହରାଇ କନ୍ଧପାଲିପଡାର ମା’ ମାଣିକଶ୍ୱେରୀ ଦଳ ଚାମ୍ପିୟନ

ସମ୍ବଲପୁର ସିଟି ସ୍ପୋର୍ଟିଂ ଦଳକୁ ହରାଇ କନ୍ଧପାଲିପଡାର ମା’ ମାଣିକେଶ୍ୱରୀ ଦଳ ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିଶନ ପଡିଆଠାରେ ଠିକାଦାରପଡା ପୋଗ୍ରେସିଭ୍‌ କ୍ଲବ ତରଫରୁ ଦିନିକିଆ ପୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ । ସର୍ବମୋଟ ୧୨ଟି ଦଳ ଏହି ଦିନିକିଆ ଫୁଟବଲ
Read More...