ସଙ୍ଗୁରଜିଭଟା ଗାଁର ଏକ କୂଅରୁ ମାଙ୍କଡକୁ ଉଦ୍ଧାର କଲା ବନ ବିଭାଗ ନେଇ ସୂଚନା ଦେଲେ ଡିଏଫ୍ଓ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅନ୍ତର୍ଗତ ସଙ୍ଗୁରଜିଭଟା ଗାଁର ଏକ କୂଅରେ ଗୋଟିଏ ମାଙ୍କଡ ପଡି ଯାଇ ଦୀର୍ଘ ସମୟ ଧରି ଫସି ରହି କଷ୍ଟ ପାଉଥିଲା । ତେବେ ସ୍ଥାନୀୟ ଲୋକେ ମାଙ୍କଡକୁ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଲାଠୋର ରେଞ୍ଜର!-->…
Read More...
Read More...