ମାଛ ଧରିବାକୁ ଯାଇ ଜଣେ ମୃତ, ଜଣେ ନିଖୋଜ ଓ ଜଣେ ଜୀବିତ ଉଦ୍ଧାର
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ପଂଚାୟତର ରେଢ଼ା ଚେକ ଡେମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ପିପିଲି ଗ୍ରାମର ୩ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଛନ୍ତି । ୩ ଜଣ ଯାକ ମାଛଧରା ଜାଲ ନେଇ ରେଢା!-->…
Read More...
Read More...