Browsing Tag

ବର୍ଷା ହେଲାନି କି ଉତେଇ କେନାଲ ପାଣି ଆବଂଟନ କରିପାରିଲାନି : ବଁଚିଥିଲା ଧାନଗଛ ଇଛେନ୍‌ ମରୁଛେ

ବର୍ଷା ହେଲାନି କି ଉତେଇ କେନାଲ ପାଣି ଆବଂଟନ କରିପାରିଲାନି : ବଁଚିଥିଲା ଧାନଗଛ ଇଛେନ୍‌ ମରୁଛେ, ବିହନ ଫିର୍‌ବାର…

କଳାହାଣ୍ଡି, (ନରୋତ୍ତମ ସେଲମା) : ଏ ବର୍ଷ ଚାଷକାମ ଆରମ୍ଭରୁ ମରୁଡି ରଣହୁଙ୍କାର ଦେଇ ଆସୁଛି । ତଥାପି ଯେଉଁ ଚାଷୀ କଷ୍ଟେମଷ୍ଟେ ଧାନଗଛ ବଂଚାଇ ଥିଲା, ତାର ଶେଷ ଆଶା ଥିଲା ଲଘୁଚାପ ବର୍ଷା ଉପରେ । କିନ୍ତୁ ଲଘୁଚାପ ବି ଧୋକା ଦେଲା । ବର୍ଷା ଅଭାବରୁ ବଂଚିଥିବା ଧାନଗଛଗୁଡିକ ଏବେ ଶୁଖିତାଟି
Read More...