Browsing Tag

ପୁଣି ଫେରିଲା ଦନ୍ତା ହାତୀ

ପୁଣି ଫେରିଲା ଦନ୍ତା ହାତୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଡୁଡୁକା ଅଂଚଳକୁ ପୁଣି ଦନ୍ତା ହାତୀ ଫେରିଛି । ବର୍ତ୍ତମାନ ଧାନ ଅମଳର ସମୟ ଆସିଲାଣି, ଧାନ ଅମଳ ପାଇଁ ଚାଷୀ ସଜବାଜ ହେଉଥିବା ସମୟରେ ଡୁଡୁକା ଅଂଚଳର ଚାଷୀ ମାନଂକ ନିଦ ହଜାଇ ଦେଲାଣି ଦନ୍ତା ହାତୀ । ଏହି ହାତୀଟି ବର୍ତ୍ତମାନ ଛେଳିଆ ଜଂଗଲରେ
Read More...