ଧର୍ମଗଡ ପୋଲିସକୁ ସଫଳତା : ଚାରି ଲୁଟେରା ଗିରଫ
କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ସମୟରେ ଲୋକଙ୍କଠାରୁ ଓ ଗାଡ଼ିରୁ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୪ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଲୁଟେରାଙ୍କ ଠାରୁ ମିଳିଥିବା ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇବାରେ!-->…
Read More...
Read More...