Browsing Tag

ଟିପିଡ଼ବ୍ଲୁଓଡ଼ିଏଲ ସୁରକ୍ଷା ତାଲିମ ଶିବିର

ଟିପିଡ଼ବ୍ଲ୍ୟୁଓଏଲ୍ ସୁରକ୍ଷା ତାଲିମ ଶିବିର

ମ.ରାମପୁର, (ହେମନ୍ତ ସାହୁ) : ଟିପିଡ଼ବ୍ଲ୍ୟୁଓଏଲ୍ ନର୍ଲା ବିଦ୍ୟୂତ ଉପଖଣ୍ଡ ମଦନପୁର ସେକ୍ସନ ଠାରେ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ବିଦ୍ୟୁତ ସୁରକ୍ଷା ବିଷୟରେ ଏବଂ ଉଚ୍ଚତାରେ କାମ କରିବା ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ପ୍ରଶିକ୍ଷଣ ଦିଅଯାଇଥିଲା
Read More...