ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଖପ୍ରାଖୋଲ ବ୍ଲକରୁ ସର୍ବାଧିକ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଖପ୍ରାଖୋଲ ବ୍ଲକର ଭାନପୁର ଏବଂ ଲୁହାସିଂହା ଗ୍ରା.ପ.ରୁ ଜଣେ!-->…
Read More...
Read More...