ଉଡାର-ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଟ୍ରାକ୍ଟର : ପିଡବ୍ଲୁଡ଼ି ରାସ୍ତା ୧୫ଦିନ ତଳେ ହୋଇଥିଲା କାମ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରୁ ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୧୫ଦିନ ତଳେ ଏହି ରାସ୍ତା କାମ ହୋଇଥିବା ବେଳେ ଏବେ ଠାରୁ ଏଭଳି ଭାବେ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଚଳାଉଥିବାରୁ ରାସ୍ତାର!-->…
Read More...
Read More...