Browsing Tag

ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା–ଚଚରାଭଟା ପାଖ ସହାଜଜୋର ନାଳରେ ହୋଇଥିବା ପୋଲ ଅର୍ଧ ନିର୍ମିତ ହୋଇ ପଡିରହିଛି । ପୋଲର ସୁରକ୍ଷା ବାଡ଼ ନ ଥିବାରୁ ଏ ଠାରେ ବହୁବାର ଦୁର୍ଘଟଣା ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ
Read More...