om academy

ଆପ‌ତ୍ତି ଉଠାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକରୁ ଓହରି ଆସିଲେ

jsm

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟାପାର ସଂସଦୀୟ ବୈଠକରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟଭାଗରୁ ବାହାରି ଆସିଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଆପତ୍ତି ଉଠାଇଛନ୍ତି ଯେ, ସଂସଦୀୟ କମିଟି ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରିବା ପାଇଁ ସମୟ ନଷ୍ଟ କରିଥିବା ବେଳେ ସେନାବାହିନୀକୁ କିପରି ସୁସଜ୍ଜିତ କରାଯିବ ସେନେଇ ଆଲୋଚନା ହେବା ଉଚିତ୍ ।

Leave A Reply

Your email address will not be published.