oum

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଭୋଟ ଦାନ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ ନିର୍ବାଚନରେ ଯଥାକ୍ରମେ ୭୦.୯୨ ଏବଂ ୬୪.୩୫ ଶତକଡା ମତଦାନ ହୋଇଛି । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ଟି ୱାର୍ଡ ପାଇଁ ୧୭୦୭୪ ଭୋଟରଙ୍କ ମଧ୍ୟରୁ ୧୨୧୦୯ ଜଣ ମତଦାତା ଭୋଟ ଦେଇଥିଲେ । ସେଥି ମଧ୍ୟରୁ ୬୩୨୨ ପୁରୁଷ ଓ ୫୭୮୭ ମହିଳା ମତଦାନ କରିଥିଲେ । ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱର୍ଡ ପାଇଁ ୧୩୮୨୩ ଭୋଟରଙ୍କ ମଧ୍ୟରୁ ୮୮୯୫ ଭୋଟ ଦାନ କରିଥିଲେ ।

Leave A Reply

Your email address will not be published.