oom

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ ନଂ ୧୬ ଓ ୨୬ରେ ୮ମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀ ୩୫୪୬ ଖଣ୍ଡ ଓ ୭ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଅନିମା ଦାସ ୫୦୫ ଖଣ୍ଡ ଭୋଟ ପାଇ ଆଗୁଆ, ଗଣତି ଜାରି

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ୟ୍ୟାୟ ଭୋଟ ଗଣତିରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜୋନ ନଂ ୧୬ର ୮ମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀ ୩୫୪୬ ଭୋଟରେ ଆଗୁଆ ଥିବା ବେଳେ ବେଲପଡା ଜୋନ ନଂ ୨୬ରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଅନିମା ଦାସ ୭ମ ରାଉଣ୍ଡରେ ୫୦୫ ଖଣ୍ଡ ଭୋଟ ପାଇଛନ୍ତି । ନିକଟତମ ବିଜେଡ଼ି ପ୍ରାର୍ଥୀ ଯମୁନା ରଣାଙ୍କ ଠାରୁ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଫଳାଫଳ ତଥ୍ୟ ଅନୁସାରେ ଆଗୁଆ ରହିଛନ୍ତି ।

jittmm
Leave A Reply

Your email address will not be published.