oum

ଭିଜିଲାନ୍ସ ଜାଲରେ ପଡିଲେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ

jsm

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ । ଆୟ ବର୍ହିଭୂତ ଅଭିଯୋଗରେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ବେଳେ କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ ବାସଭବନ, ରିମୂଳି ସ୍ଥିତ ଶଶୂର ଘର ଓ ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣାର ପୈତୃକ ବାସଭବନରେ ଚଢ଼ାଉ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.