jayashree

ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓମ୍‌ଫେଡ୍‌ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ରହିଛି । ସାକ୍ଷୀପଡା ସ୍ଥିତ ଘର, ଅଫିସ, ପୁରୀ ସ୍ଥିତ ପୈତୃକ ଘର, ଭୁବନେଶ୍ୱରରେ ଏକକାଳୀନ ଚଢାଉ ଚାଲିଥିବା ଜଣାପଡିଛି । ତେବେ କେତେ ପରିମାଣର ସମ୍ପତ୍ତି ଠୁଳ ହୋଇଛି ଏ ପର୍ଯ୍ୟନ୍ତ ସଠିକ୍‌ ଭାବେ ଜଣାପଡିପାହିଁ ।

Leave A Reply

Your email address will not be published.