ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ରାଜଗାଙ୍ଗପୁର ଲ୍ୟାମ୍ପସ ଏମ୍‌ଡି ପରୀକ୍ଷିତ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପରୀକ୍ଷିତଙ୍କ ରାଜଗାଙ୍ଗପୁର ଉଭାଟୁପଦା ସ୍ଥିତ ପୈତୃକ ଘରେ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ଅବକାରୀ ବିଭାଗର ଏହି ରେଡ୍‌ ଜାରି ରହିଥିବା ବେଳେ କେତେ ସମ୍ପତ୍ତି ଡୁଳ ହେଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

Leave A Reply

Your email address will not be published.