jayashree

ଭିଜିଲାନ୍ସ ହାତରେ ଧରା ପଡିଲେ ଦହିତା ଆର୍‌ଆଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ରାଜସ୍ୱ ନିରୀକ୍ଷକ ଦାମୋଦର ସୁନା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନକ୍ସା କରାଇ ଦେବା ପାଇଁ ୧୧ ଜଣ ହିତାଧିକାରୀଙ୍କଠାରୁ ଜଣ ପିଛା ୩୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି । ମଧ୍ୟସ୍ଥି ସାଜିଥିବା ସମଦେବ ବନଛୋର୍ ମାଧ୍ୟମରେ ଟଙ୍କା ନେଉଥିବା ଭିଜିଲାନ୍ସ ଆଗରେ ଆର୍‌ଆଇ ଶ୍ରୀ ସୁନା ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.