oum

ବେସରକାରୀ ବିଦ୍ୟାଳୟ ଗୁଡିକରେ ଗରିବ, ଆର୍ଥିକ ଅନଗ୍ରସର ଶ୍ରେଣୀ ସୁବିଧାରୁ ବଞ୍ଚିତ ୩ରୁ ୬ବର୍ଷ ୬ମାସ ପିଲାଙ୍କ ପାଇଁ ନିଃଶୁଳ୍କ ନାମ ଲେଖାର ସୁବିଧା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷା ଅଧିକାର ଆଇନ ଅଧିନରେ ନିକଟସ୍ଥ ବେସରକାରୀ ବିଦ୍ୟାଳୟ ଗୁଡିକରେ ଗରିବ, ଆର୍ଥିକ ଅନଗ୍ରସର ଶ୍ରେଣୀ ସୁବିଧାରୁ ବଞ୍ଚିତ ୩ରୁ ୬ବର୍ଷ ୬ମାସ ପିଲାଙ୍କ ପାଇଁ ନିଃଶୁଳ୍କ ନାମ ଲେଖାର ସୁବିଧା ଅଛି । ଅଧିକ ଜାଣିବା ପାଇଁ ୧୮୦୦ ୩୪୫ ୬୭୨୨ ନମ୍ବରରେ ଯୋଗାଯୋଗ କରନ୍ତୁ । ନାମଲେଖା ପାଇଁ ୱେବ ସାଇଟ୍ : http://rteparadarshi.odisha.gov.in ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.