oom

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନୂତନ ଶାଖା ଶୁଭାରମ୍ଭ କଲେ ବିଡ଼ିଓ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ ବଜାର ବିବେକାନନ୍ଦ ମାର୍ଗ ଠାରେ ନୂତନ କୋଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ ଶାଖା ବିଡ଼ିଓ ବିଶ୍ୱଜିତ ରାୟ ଗୁରୁବାର ଉଦ୍‌ଘାଟନ କରିଛନ୍ତି । ବ୍ୟାଙ୍କ ପ୍ରବନ୍ଧକ ଅଜୟ କୁମାର ନାୟକ, ଆଞ୍ଚଳିକ ଶାଖା ପରିଚାଳିକା ପୁଷ୍ପଲତା ପରିଡା, ପୂର୍ବତନ ଶାଖା ପରିଚାଳକ ବାଲାଜି ପ୍ରସାଦ ଚୌଧୁରୀ, ଦୁର୍ଗାଦେବୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ପାଦକ ଅକ୍ଷୟ ସ୍ୱାଇଁ, କାଇଁଚପୁର ଶାଖା ପରିଚାଳକ ବାବୁଲା ମହାରଣା, ନିଳିମା ନାୟକ, ଦେବରାଜ ରେଡି, ସି.ଏଚ.ବାବାଜୀ, ସଞ୍ଜୁ ପ୍ରଧାନ, ରବିନ୍ଦ୍ର ଆଚାର୍ଯ୍ୟ, ବିଶ୍ୱ ଭୂଷଣ ପାତ୍ର, ଶିବଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଉକ୍ତ ବ୍ୟାଙ୍କ ବ୍ରହ୍ମଣ ଢମଣା ସାହି ନିକଟରେ ରହିଥିଲା ।

jittmm
Leave A Reply

Your email address will not be published.