ଓସାକା ହାଇଦ୍ରାବାଦର ମଚାନ୍‌ନେ କବି ଭିକାରୀ ମିଶ୍ରଙ୍କର କବିତା ସଂକଲନ ଉନ୍ମୋଚିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓଡିଆ ଆରୁ କୋସଲି ଭାଷାର ଝନେ ନାଁ କରା ସିହାନ କବି ଭିକାରୀ ମିଶ୍ରଙ୍କର ଦୁଇଜଣ କବିତା ସଂକଲନ ‘ଘନ୍ ଖମନ୍’ ଆର ‘ଜନ୍ ଖମନ୍’ ପଶ୍ଚିମ ଓଡିଶା ସାମାଜିକ ଓ ସାଂସ୍କୃତିକ ଏସୋସିଏସନ୍‌ (ଓସାକା)ହାଇଦ୍ରାବାଦର ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୪ ମଚାନଥି ଉନ୍ମୋଚିତ ହେଇଯାଇଛେ । ବଡା ଗହକିର ସାଁଗେ ଅନୁଷ୍ଠାନର ସଭାପତି ସୁନିଲ କୁମାର ଗଡତ୍ୟା, ସଂପାଦକ ସନ୍ଦୀପ ପାଣିଗ୍ରାହୀ ସିହାନ ସଭ୍ୟ କୁମୁଦ ରଂଜନ ପଣ୍ଡା, ପଦ୍ମନାଭ ପଧାନ ତଥା ଉପସ୍ଥିତ ସଭ୍ୟ ବହି ଉନ୍ମୋଚନ କର୍‌ବାର୍‌ ଅବସରଥି ପଶ୍ଚିମ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଆର୍‌ ପରଂପରାର ବିକାଶ ବିଶ୍ୱ ବଂଦିତ ହେଉ ଆର୍‌ ଆମେ ସଭେଁ ଇ କାଏଜଧାଏଜଥି ହାତ ମେଶେଇ ଆଗକେ ବଢୁଁ ବଲି ମତ ଦେଇଥିଲେ । ଓସାକା ବାଗିର ଗୁଟେ ଜାତୀୟ ସ୍ତରର ମଚାନଥି ଅପନେଙ୍କର ବହି ଉନ୍ମୋଚିତ ହେଇଥିବାର ସୁତୁନ ଶ୍ରୀ ମିଶ୍ର ଓସାକା ପରିବାରକେ ଧଏନ୍‌ପଦ ଅର୍ପନ କରିଥିଲେ ।

jittmm
Leave A Reply

Your email address will not be published.