ଶ୍ରୀ ଗଣେଶ ରାଇସ୍‌ମିଲରେ ଶ୍ରୀମଦ ଭାଗବତ କଥା ଉଦ୍‌ଯାପିତ

ଦେଓଗାଁ, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସ୍‌ମିଲରେ ଗତ ଶୁକ୍ରବାରଠାରୁ ୭ ଦିନ ଧରି ଚାଲିଥିବା ଶ୍ରୀମଦ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ତୁଷୁରା କେଡିଆ ପରିବାର ପକ୍ଷରୁ ଶ୍ରୀ ଗଣେଶ ରାଇସମିଲþରେ ପ୍ରତ୍ୟହ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଥା ପଠନ ହୋଇ ଆସିଥିଲା ।

Leave A Reply

Your email address will not be published.

error: Content is protected !!