ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ଗ୍ରାମର ଯାଦବ ସମାଜ ତରଫରୁ ଚାଲିଥିବା ୨୭ତମ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି । ଅଷ୍ଟପ୍ରହର ନାମ ଯଜ୍ଞର କର୍ତ୍ତା ଭାବରେ ଶ୍ରୀପତି ଷାଣ୍ଢ ଓ ତାଙ୍କର ଧର୍ମପତ୍ନୀ ସାବିତ୍ରୀ ସେଲମା ,ଏବଂ ଗିରି ଗୋବର୍ଦ୍ଧନ ପୂଜାର କର୍ତ୍ତା ଭାବରେ କବିରାଜ ବାଗ ଓ ତାଙ୍କର ଧର୍ମପତ୍ନୀ ରୀତା ବାଗ କଳସ ଯାତ୍ରାରେ ସାମିଲ ହୋଇଥିଲେ । ପୂଜକ ଭାବରେ କାଶୀନାଥ ଦାଶ, ସ୍ଵସ୍ତିକ ଯୋଶୀ ଏବଂ ଶୁଭମ ରଞ୍ଜନ ଦାଶ ଯୋଗ ଦେଇଥିଲେ । ଆୟୋଜକ କମିଟି ସଭାପତି ସୁଧାଂଶୁ ପୋଢ଼ ଯାଦବ, ସମ୍ପାଦକ ଦିଲ୍ଲୀପ ବାଗ, କୋଷାଧ୍ୟକ୍ଷ ଦୈତାରୀ ହାତୀ, କାର୍ଯ୍ୟକାରୀ ସଭାପତି ଦେବାର୍ଚ୍ଚନ ଥପାଙ୍କ ସହ ଦନାର୍ଦ୍ଦନ ବଗର୍ତ୍ତୀ, ଫାଲଗୁନ ହାତୀ, କରନ ଜାଲ, ପଦ୍ମଲୋଚନ ବନଛୋର, ବଜରଙ୍ଗ ଷାଣ୍ଢ, ଗିରିଧାରୀ ଛତ୍ରିଆ, ଯେମନ୍ତ ଗହିର, ଉଦିତ କଟା, ଲିଲୁ ଜାଲ, ହିମାଂଶୁ ହେର୍ଣ୍ଣା, ଦେବାର୍ଚନ ଗହିର, ରବିନ୍ଦ୍ର ମହାକୁର, ତୁଲାରାମ ଭଇଁସାଲ, ଅଜିତ ବାଗ, ଥବିର ବଞ୍ଛୋର, ମନୁ ହଂସ, କୃପାସିନ୍ଧୁ ବାଗ, ବାବୁଲାଲ କେତକୀ, ଦିନେଶ ହଂସ, ପବନ ଭଇସାଲ୍, ପିଙ୍କୁ ହାତୀ, ଆକାଶ ମହାକୁର, ବୈକୁଣ୍ଠ ବଞ୍ଛୋର, ହସମୁଖ ଛତ୍ରିଆ, ଆଲୋକ ନାଗ, ଶମ୍ଭୁ ମହାକୁର, ଜନକ ଖର୍ସେଲ, ଫକୀର ଗହିର, ଆଶିଷ ହଂସ, ଦିନେଶ ମହାକୁର, ଧିରୁ ନାଗ, ରିତେଶ ଷାଣ୍ଢ, ମୋହିତ କେତକୀ, ଲିପୁନ ମହାକୁର, ରଞ୍ଜନ ବଞ୍ଛୋର, ଉପଦେଷ୍ଟା ଗଙ୍ଗାଧର ହେର୍ଣ୍ଣା, ତରୁଣ ପୋଢ଼, ମଧୁସୂଦନ ନାଗ, ଚକ୍ରଧର ହେର୍ଣ୍ଣା, ହିମାଂଶୁ ଜାଲ, ଦୀନବନ୍ଧୁ ବାଗ, ଅନାର୍ଯ୍ୟ ହଂସ, ରମାରଞ୍ଜନ ମହାକୁର, ସୁଦର୍ଶନ ଖର୍ସେଲ, ଦିଗସନ୍ ବାଗ, ଦୂର୍ଯ୍ୟ ଛତ୍ରିଆ, ପ୍ରମା ଗହିର, ମଧୁସୂଦନ ମହାକୁର, ଯେମାକାନ୍ତ ବାଗ, କୃଷ୍ଣ ଗହୀର, ଲୟ ବଞ୍ଛୋର ଓ ସମସ୍ତ ଯାଦବ ବନ୍ଧୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଓ ଲଖନା ଗ୍ରାମର ଶତାଧିକ ଯାଦବ ବନ୍ଧୁମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.