ଆସନ୍ତା ମାର୍ଚ୍ଚ ୫ରୁ ଭୁବନେଶ୍ୱରରୁ ଦୁବାଇ ଉଡ଼ିବ ବିମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର-ଦୁବାଇକୁ ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ଆରମ୍ଭ ହେବା ସମ୍ଭାବନା ରହିଛି । ଏହାସହ ସେହିଦିନ ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.