oum

ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ଆସନ୍ତା କାଲି

jsm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆସନ୍ତା କାଲି ଅପରାହ୍ନରେ ବହୁ ପ୍ରତୀକ୍ଷିତ ଟିଟିଲାଗଡ଼ ରେଳ ଓଭର୍‌ ବ୍ରିଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ବର୍ଷ ଧରି ରେଳ ଓଭର୍‌ ବ୍ରିଜ୍‌ ପାଇଁ ଟିଟିଲାଗଡ଼ବାସୀ ଦାବୀ କରି ଆସୁଥିବା ବେଳେ ଆସନ୍ତା କାଲି ଏହି ଦାବୀ ସଫଳ ରୂପ ନେବାକୁ ଯାଉଛି ।

Leave A Reply

Your email address will not be published.