oom

ଜଗଦଲପୁର ରବି ଧାନ ସଂଗ୍ରହ ମଣ୍ତି ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଉଡ଼ିଦର୍ହା ପ୍ରାଥମିକ କୃଷି ସମବାୟ ସମିତି ଲିଃର ରବି ଧାନ ସଂଗ୍ରହ ପାଇଁ ଜଗଦଲପୁରଠାରେ ଶାଖା କାର୍ଯ୍ୟାଳୟକୁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଏଆର୍‌ସିଏସ୍‌ ଗୋପାଳ ପୃସେଠ, ଏସ୍‌ସିଏସ୍‌ଓ ସନ୍ତୋଷ ପ୍ରଧାନ, ଆର୍‌ଏମ୍‌ସି ସେକ୍ରେଟାରୀ ତ୍ରିନାଥ ରାଉତ, ଚାଷୀ ନେତା ଅଜିତ ଶତପଥୀ, ସମବାୟ ସମିତି ସେକ୍ରେଟାରୀ ରାଧେଶ୍ୟାମ ଖର୍ଶେଲ, ସଭାପତି ମନୋଜ ଭୋଇ, ପରିଚାଳନା ପରିଷଦର ସଦସ୍ୟ ହରେକୃଷ୍ଣ ପଟେଲ, ବିଘ୍ନେଶ୍ୱର ନାୟକ, କୃଷ୍ଣ ସାହୁ, ଧର୍ମରାଜ ପୋଢ଼, ଅଶୋକ ପ୍ରଧାନ, ଧନୁଞ୍ଜୟ ପ୍ରଧାନ ତଥା ଏ ଅଂଚଳର ଚାଷୀ ମଦନ ପଟେଲ, ଅମୋଦ ପଟେଲ, ଦିନେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.