ଡିପ୍ଲୋମା ଇଞ୍ଜିନିୟରଙ୍କ ମୃତ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଯୁବକ ସ୍ଥାନୀୟ ଆରାବଳ ଗାଁର ଅଜୟ ସାମଲଙ୍କ ପୁଅ ପବିତ୍ର ସାମଲ ବୋଲି ଜଣାପଡିଛି । ସେ ଜଣେ ଡିପ୍ଲୋମା ଇଞ୍ଜିନିୟର । ତେବେ କେହି ଦୃର୍ବୁତ୍ତ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । କିନ୍ତୁ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ଘଟିଛି ତାହା ତଦନ୍ତ ହେଲେ ସବିଶେଷ ଜଣାପଡ଼ିବ । ମୃତଦେହ ନିକଟରେ ଯୁବକଙ୍କ ବୁଲେଟ ଗାଡ଼ି ମଧ୍ୟ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.