ହରିଶଙ୍କର ରେଞ୍ଜର କର୍ମଚାରୀଙ୍କ ଦ୍ୱାରା ନାଗସାପ ଉଦ୍ଧାର

ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ରେଞ୍ଜର କର୍ମଚାରୀମାନେ ଖପ୍ରାଖୋଲର ଓଏଭିଏସ୍‌ ନିକଟରେ ଏକ ଭାରତୀୟ ନାଗସାପକୁ ଉଦ୍ଧାର କରିଥିଲେ । ଏହି ସାପକୁ ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ସ୍କ୍ୱାଡ଼ ନୃପରାଜ ଠାକୁର, ଚାଉଲବାଞ୍ଜୀ ଭିଏସଏସର ଗ୍ରାମବାସୀଙ୍କ ସହ ଉଦ୍ଧାର କରିଥିବା ବେଳେ ଉଦ୍ଧାର ହୋଇଥିବା ସାପକୁ ତାର ପ୍ରାକୃତିକ ବାସସ୍ଥାନରେ ଛାଡି ଦିଆଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.