ବଲାଙ୍ଗିର ରେଳ ଷ୍ଟେସନରୁ ଟିଟିଲାଗଡ଼ ହାଟପଦା ପଡ଼ାର ଅଶୋକ ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଘଣ୍ଟାଶୁଣି ସ୍କୁଲ ସାମ୍ନାରେ ରହୁଥିବା ଅଶୋକ ସାହୁ ତାଙ୍କର କୌଣସି କାର୍ଯ୍ୟ ପାଇଁ ବରପାଲି ଯିବାକୁ ସକାଳୁ ପେସେଞ୍ଜର ଟ୍ରେନ ଯୋଗେ ବାହାରି ଥିଲେ ବୋଲି ଜଣାପଡିଛି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ମୃତ ଶରୀର ଓ ଆଧାର କାର୍ଡ ଦେଖି ଏହି ଦୁଃଖଦ ଖବର ଜାଣାପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.