ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ଥାନା ଅନ୍ତର୍ଗତ ଖଲିଆପାଲି ଗାଁ ନିକଟରେ ଏକ ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସଂପୃକ୍ତ ମୃତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଜଣାଇବା ପାଇଁ ବେଲପଡ଼ା ଆଇଆଇସିଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.