om academy

ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

jsm

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ବଡ଼ ଶାସନ ଅଂଚଳରେ ଶନିବାର ସକାଳେ ଜଣେ ବୟସ୍କଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିରରେ କାମ କରୁଥିବା ବୀରବରପୂରପାଟଣା ଗ୍ରାମର ଗୋପାଳ ନାୟକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସକାଳ ୮ ଟା ସମୟରେ ସେ କିଛି ଲୋକଙ୍କ ସହିତ ନିଆଁରେ ସେକି ହେବା ପରେ ଢାଙ୍ଗରପଡା ଆଡ଼କୁ ଯାଇଥିଲେ । ଏହାର କିଛି ସମୟ ପରେ ପରିବା ଚାଷ ପାଇଁ ପୋତା ଯାଇଥିବା ଖୁଣ୍ଟରେ ବେକରେ ଫାଶୀ ଅବସ୍ଥାରେ ମୃତ ଦେହ ମିଳିଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.